Kalajayee Odia Kabita (Oriya Edition)
Various, Various
1645601382
ISBN 13: 9781645601388
Softcover

Kalajayee Odia Kabita (Oriya Edition)

56
ING9781645601388
Special order direct from the distributor

କବିତା ହେଉଛି ବାସ୍ତବତାର କଳାତ୍ମକ ଅଭିବ୍ୟକ୍ତି । ସେ ଯୁଦ୍ଧ ହେଉ କି ପ୍ରେମ, ବିରାଗ ହେଉ କି ସମ୍ମୋହନ, ସ୍ୱପ୍ନ ହେଉକି ବାସ୍ତବତା, ଦୁଃଖ ହେଉକି ସୁଖ, ମୋହ ହେଉକି ମୁକ୍ତି - ସବୁର ନିର୍ମମ ବାସ୍ତବତାକୁ ଯେଉଁ କବି ନିଜେ ଚିହ୍ନି ଅନ୍ୟକୁ ଚିହ୍ନେଇ ଦେବା ସହିତ ସାର୍ବକାଳିକ ସତ୍ୟର ପ୍ରତିଷ୍ଠା ଦିଏ ତାର ଶବ୍ଦଶକ୍ତି ମାଧ୍ୟମରେ ସେତେବେଳେ ତା'ର କବିପଣ ସାର୍ଥକ ହୋଇଯାଏ ଏବଂ ସେହି ସୃଷ୍ଟି କାଳଜୟୀ ସୃଷ୍ଟି ଭାବରେ ଆଦୃତି ଲାଭ କରେ । ମଣିଷର ଜୀବନ ହିଁ ଏ କବିତାର ଶାଶ୍ୱତ ପୁଞ୍ଜି । ସମୟର ବିବର୍ତ୍ତିତ ଧାରାରେ ନାନା ଚିନ୍ତାଚେତନାର ସଂଘର୍ଷରେ ବିଶ୍ୱ ଯେତେବେଳେ କଡ ଲେଉଟାଏ, ସେତେବେଳେ ସମାଜ, ସଂସ୍କୃତି, ରାଜନୀତି ତଥା ସାହିତ୍ୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏହି ବିବର୍ତ୍ତିତ ମୂଲ୍ୟବୋଧର ଜୀବନ୍ତ ସାକ୍ଷୀ ହେଉଛି କାଳଜୟୀ କବିତା । ଏହି ସାର୍ବିକ ଦୃଷ୍ଟିରୁ 'ଶହେଟି କାଳଜୟୀ ଓଡିଆ କବିତା' ଆଧୁନିକ ଓଡିଆ କବିତାର ଏକ ସାର୍ଥକ ସଂକଳନ । ଏଥିରେ ୧୮୪୩ରୁ ୧୯୫୦ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା କବିଙ୍କର ପ୍ରତିନିଧି ସ୍ଥାନୀୟ (ଶ୍ରେଷ୍ଠ ଭାବଦ୍ୟୋତନା ଓ ରୂପ ବୈଚିତ୍ର]୍ୟ ଦୃଷ୍ଟିରୁ ) କାବ୍ୟାଂଶ ବା କବିତା ଅନ୍ତର୍ଭୁକ୍ତ କରାଯାଇଛି ।

Poets include: Fakir Mohan Senapati, Radhanath Ray, Gobind Rath, Bhima Bhoi, Madhusudan Rao, Gangadhar Meher, Chintamani Mohanty, Nanda Kishore Bal, Gopabandhu Das, Nilakanth Das, Padmacharan Pattanayak, Godabarisha Mishra, Laxmikant Mohapatra, Birakishor Das, Banchhanidhi Mohanty, Godabarisha Mohapatra, Kuntala Kumari Sabat, Kalindi Charan Panigrahi, Annada Shankar Ray, Baikunthanath Patnaik, Mayadhar Mansinha, Khageswar Seth, Nirmala Devi, Radhamohan Gadnayak, Krushna Chandra Tripathy, Ananta Patnaik, Laxmidhar Nayak, Kunjabihari Dash, Sachidananda Routray, Gyanidra Burma, Raghunath Das, Binod Chandra Nayak, Manmohan Mishra, Banchhanidhi Das, Guruprasad Mohanty, Gopal Chandra Mishra, Benudhar Rout, Janaki Ballabha Mohanty, Bhanuji Rao, Bidyut Prabha Debi, Hemakanta Acharya, Satyananda Champatiray, Chintamani Behera, Jayant Mahapatra, Durga Charan Parida, Umashankar Panda, Rabi Singh, Krushna Charan Behera, Jibanananda Pani, Ramakant Rath, Brahmotri Mohanty, Sarat Chandra Pradhan, Manorama Mohapatra, Murari Jena, Kamalakanta Lenka, Mangulu Charan Biswal, Srinibas Udgata, Nrusingh Kumar Rath, Jagannath Prasad Das, Brajanath Rath, Bibhudutta Mishra, Sitakant Mohapatra, Bibekananda Jena, Sourindra Barik, Deepak Mishra, Banshidhar Sarangi, Harihar Mishra, Prasanna Kumar Mishra, Soubhagya Kumar Mishra, Shailaja Rabi, Nityananda Nayak, Praharaj Satyanarayan Nanda, Saroj Ranjan Mohanty, Laxminarayan Mohapatra, Dillip Das, Prabhakar Satpathy, Pramod Kumar Mohanty, Niranjan Padhi, Rajendra Kishore Panda, Phani Mohanty, Pratibha Satpathy, Haraprasad Das and many more.

Free ShippingOn orders $50 or more. North America only.Learn More